Padmabat / Nejlevnější knihy
Padmabat

Kód: 50073968

Padmabat

Autor Malik Muhammad Jayasi, Ashamanjari Devi

'ପଦ୍ମାବତ' ସୁଫି ସନ୍ଥକବି ଜାୟସୀଙ୍କର ଏକ ଅନବଦ୍ୟ ରଚନା। ତାଙ୍କର ଏହି ରଚନାରେ ସିଏ ପାର୍ଶୀ ମନସବୀ ପଦ୍ଧତି ଅନୁସରଣ କରିଛନ୍ତି। ତାଙ୍କର ପ୍ରାୟ କୋଡ଼ିଏଟି ରଚନାବଳୀ ମଧ୍ୟରେ 'ପଦ୍ମାବତ' ସର୍ବସମ୍ମତ ଭାବେ ଶ୍ରେଷ୍ଠ ବୋଲି ବିବେଚିତ।ପଦ୍ମାବତର ରଚନା କାଳ ଖ୍ରୀ.୧୫୪୦ ବୋଲି କୁହାଯାଏ ... celý popis

686


Skladem u dodavatele
Odesíláme za 14-21 dnů
Přidat mezi přání

Mohlo by se vám také líbit

Darujte tuto knihu ještě dnes
  1. Objednejte knihu a zvolte Zaslat jako dárek.
  2. Obratem obdržíte darovací poukaz na knihu, který můžete ihned předat obdarovanému.
  3. Knihu zašleme na adresu obdarovaného, o nic se nestaráte.

Více informací

Více informací o knize Padmabat

Nákupem získáte 69 bodů

Anotace knihy

'ପଦ୍ମାବତ' ସୁଫି ସନ୍ଥକବି ଜାୟସୀଙ୍କର ଏକ ଅନବଦ୍ୟ ରଚନା। ତାଙ୍କର ଏହି ରଚନାରେ ସିଏ ପାର୍ଶୀ ମନସବୀ ପଦ୍ଧତି ଅନୁସରଣ କରିଛନ୍ତି। ତାଙ୍କର ପ୍ରାୟ କୋଡ଼ିଏଟି ରଚନାବଳୀ ମଧ୍ୟରେ 'ପଦ୍ମାବତ' ସର୍ବସମ୍ମତ ଭାବେ ଶ୍ରେଷ୍ଠ ବୋଲି ବିବେଚିତ।

ପଦ୍ମାବତର ରଚନା କାଳ ଖ୍ରୀ.୧୫୪୦ ବୋଲି କୁହାଯାଏ। ଏହି କାବ୍ୟରେ ଶେରଶାହଙ୍କ ନାମ ଉଲ୍ଲେଖ ରହିଛି। ତେଣୁ ଏହାର ରଚନା ଶେରଶାହଙ୍କ ସମକାଳୀନ ବୋଲି ଧରାହୋଇଛି।

              ପଦ୍ମାବତ କାବ୍ୟରେ ଜୀବନ ଦର୍ଶନ ସୁସ୍ପଷ୍ଟ ଭାବରେ ପ୍ରତିଫଳିତ। ଜୀବନର ନଶ୍ୱରତା କଥା ବାରମ୍ବାର ଉଲ୍ଲେଖ ହୋଇଛି। କବିଙ୍କ ଦୃଷ୍ଟିରେ ମରଣର ସାଧନା ହିଁ ଏଥିରୁ ମୁକ୍ତିର ପଥ। କାରଣ ମୃତ୍ୟୁଲାଭ ପରେ ପୁନର୍ବାର ମୃତ୍ୟୁ ହୋଇପାରେନା। ଏଣୁ ସାଧୁର ମୁଖ୍ୟ ଲକ୍ଷଣ ମରଣ ଲଭିବା। ରତ୍ନସେନ ଓ ପଦ୍ମାବତୀ ଉଭୟ ପ୍ରେମର ସାଧକ ଏବଂ ପ୍ରେମ ଦ୍ୱାରା ମୃତ୍ୟୁକୁ ଜଣିବାକୁ ଚାହିଁଛନ୍ତି। ଜାୟସୀ ଭୃଙ୍ଗ ଓ କୀଟର ସମ୍ପର୍କକୁ ଗୁରୁ ଶିଷ୍ୟର ମାନ୍ୟତା ଦେଇଛନ୍ତି। କୀଟ ଭୃଙ୍ଗରେ ପରିଣତ ହୋଇ ନବ କାୟା ଲାଭ କରୁଛି। ରତ୍ନସେନ ଓ ପଦ୍ମାବତୀ କୀଟର ଜୀବନ ପରିତ୍ୟାଗ କରି ଭୃଙ୍ଗରେ ପରିଣତ ହେବାକୁ ଚାହୁଁଛନ୍ତି।

Parametry knihy

Zařazení knihy Knihy v němčině Belletristik Lyrik, Dramatik

686

Oblíbené z jiného soudku



Osobní odběr Praha, Brno a 46633 dalších

Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies


Můj účet: Přihlásit se
Všechny knihy světa na jednom místě. Navíc za skvělé ceny.

Nákupní košík ( prázdný )

Vyzvednutí v Balikovně a PPL
boxech
zdarma nad 1 499 Kč.

Nacházíte se: