Shaheti Sonnet / Nejlevnější knihy
Shaheti Sonnet

Kód: 45944397

Shaheti Sonnet

Autor Bibhudutta Mishra

ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍‌ଡ଼ିଭିଜନ୍‌ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍‌ଫିଲ୍ ଡ ... celý popis

337


Skladem u dodavatele
Odesíláme za 14-21 dnů
Přidat mezi přání

Mohlo by se vám také líbit

Dárkový poukaz: Radost zaručena

Objednat dárkový poukazVíce informací

Více informací o knize Shaheti Sonnet

Nákupem získáte 34 bodů

Anotace knihy

ବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍‌ଡ଼ିଭିଜନ୍‌ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍‌ଫିଲ୍ ଡିଗ୍ରୀ ଲାଭ କରିବାରେ ସେ ପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩) , 'ଶହେଟି ସନେଟ୍‌' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' ।


Parametry knihy

Zařazení knihy Knihy v němčině Belletristik Lyrik, Dramatik

337

Oblíbené z jiného soudku



Osobní odběr Praha, Brno a 46008 dalších

Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies


Můj účet: Přihlásit se
Všechny knihy světa na jednom místě. Navíc za skvělé ceny.

Nákupní košík ( prázdný )

Vyzvednutí v Balikovně a PPL
boxech
zdarma nad 1 499 Kč.

Nacházíte se: