Gitanjali / Nejlevnější knihy
Gitanjali

Kód: 46739922

Gitanjali

Autor Manoranjan Pattanayak

୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା "ଗୀତାଂଜଳି" ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି "ଗ ... celý popis

424


Skladem u dodavatele
Odesíláme za 9-15 dnů
Přidat mezi přání

Mohlo by se vám také líbit

Dárkový poukaz: Radost zaručena

Objednat dárkový poukazVíce informací

Více informací o knize Gitanjali

Nákupem získáte 42 bodů

Anotace knihy

୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା "ଗୀତାଂଜଳି" ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି "ଗୀତାଂଜଳି"ରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ "ଗୀତାଂଜଳି" (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁବାଦକୁ ମିଶାଇ ସର୍ବମୋଟ ୧୦୩ଟି କବିତା ସେଥିରେ ରହିଛି, ଯାହା ପ୍ରକାଶ ପାଇଥିଲା ୧୯୧୨ ମସିହାରେ। ଡବ୍ଲ୍ୟୁ. ବି. ୟିଟ୍ସ ଏବଂ ଆନ୍ଦ୍ରେ ଗିଡେ ତାହାର ପ୍ରଶଂସା କରିଛନ୍ତି, ଆଉ ୧୯୧୩ ମସିହାରେ ସେହି ପୁସ୍ତକଟି ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ନୋବେଲ ପୁରସ୍କାର ପାଇବାର ଏସିୟା ମହାଦେଶରେ ସିଏ ଥିଲେ ପ୍ରଥମ ବ୍ୟକ୍ତି।


Parametry knihy

Zařazení knihy Knihy v němčině Geisteswissenschaften, Kunst, Musik Pädagogik Bildungswesen

424

Oblíbené z jiného soudku



Osobní odběr Praha, Brno a 46366 dalších

Copyright ©2008-26 nejlevnejsi-knihy.cz Všechna práva vyhrazenaSoukromíCookies


Můj účet: Přihlásit se
Všechny knihy světa na jednom místě. Navíc za skvělé ceny.

Nákupní košík ( prázdný )

Vyzvednutí v Balikovně a PPL
boxech
zdarma nad 1 499 Kč.

Nacházíte se: